୧୯ରୁ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ: ଏଥର ଖଦି ବଜାରରେ ବସିବ ୬୦ ଷ୍ଟଲ

ଭୁବନେଶ୍ବର: ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟ ପରିସରରେ ଆସନ୍ତା ୧୯ ତାରିଖରେ ଖଦି ପ୍ରଦର୍ଶନୀ ଉଦ୍‌ଘାଟନ ହେବ। ୧୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ। ଏଥିରେ ୬୦ଟି ଷ୍ଟଲ୍‌ ପଡ଼ିବ ଓ ରାଜ୍ୟର ବିଭିନ୍ନ ସମିତି ତଥା ଗୋଷ୍ଠୀ ଜରିଆରେ ଉତ୍ପାଦନ ହେଉଥିବା ସାମଗ୍ରୀ ବିକ୍ରି ହେବ। ଗତକାଲି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଏକ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା … Continue reading ୧୯ରୁ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ: ଏଥର ଖଦି ବଜାରରେ ବସିବ ୬୦ ଷ୍ଟଲ